HindiVyakran

  • नर्सरी निबंध
  • सूक्तिपरक निबंध
  • सामान्य निबंध
  • दीर्घ निबंध
  • संस्कृत निबंध
  • संस्कृत पत्र
  • संस्कृत व्याकरण
  • संस्कृत कविता
  • संस्कृत कहानियाँ
  • संस्कृत शब्दावली
  • Group Example 1
  • Group Example 2
  • Group Example 3
  • Group Example 4
  • संवाद लेखन
  • जीवन परिचय
  • Premium Content
  • Message Box
  • Horizontal Tabs
  • Vertical Tab
  • Accordion / Toggle
  • Text Columns
  • Contact Form
  • विज्ञापन

Header$type=social_icons

  • commentsSystem

Odia Essay on "Diwali Festival", "ଦୀପାବଳୀ ଉତ୍ସବ ରଚନା" for Students

Essay on Diwali Festival in Odia Language : In this article " ଦୀପାବଳୀ ଉତ୍ସବ ରଚନା ", " Deepavali rachana in odia re  for stude...

Essay on Diwali Festival in Odia Language : In this article " ଦୀପାବଳୀ ଉତ୍ସବ ରଚନା ", " Deepavali rachana in odia re  for students of class 5, 6, 7, 8, 9, and 10.

Odia Essay on " Diwali Festival ", " ଦୀପାବଳୀ ଉତ୍ସବ ରଚନା " for Students

ଉପକ୍ରମ : ଆଗ୍ନୀନ ପୂର୍ଣ୍ଣିମାର ଜ୍ୟୋସ୍ମାଧବଳ ରଜନୀଠାରୁ ବିଦାୟ ନେଇ କୁମାରୀ କଣ୍ଠର ସୁମଧୁର ସଂଗୀତ ମଧ୍ୟରେ ଧରଣୀ ବକ୍ଷରୁ ଅପସରି ଯାଏ ଶରତ ଋତୁ । ଗନ୍ଧ ବିଭୋର ଶେଫାଳି ଫୁଲ ରାତ୍ରି ଶେଷର ଶୀତଳ ପ୍ରହରରେ ତୋଳି ଦିଏ ଶ୍ରଦ୍ଧାଞ୍ଜଳି । ବିରହିଣୀ ନାରୀ ତୁଲ୍ୟ ନଦୀପଠାରେ ପ୍ଲାନ ହୋଇ ଆସେ ହାସ୍ୟମୟୀ କାଶଫୁଲର ଅଙ୍ଗ ଲାବଣ୍ୟ । ଶୁଭୁ ଶରତକୁ ବିଦାୟ ଜଣାଇ ଧବଳ ବକପୁଞ୍ଜ ପକ୍ଷ ମେଲି ଉଡିଯାଆନ୍ତି ସୁଦୁର ଦିଗବଳୟ ଧାରକୁ । ବିନ୍ଦୁ ବିନ୍ଦୁ ଶିଶିରପାତ ମଧ୍ୟରେ ଧରଣୀରେ ଉପଗତ ହୁଏ ହେମନ୍ତ ରତୁ । ଜଗତ୍‌ଜନନୀ। ମହାମାୟାଙ୍କୁ ବିଦାୟ ଦେଇ ପାର୍ବଣ ଶେଷର ନିରାନନ୍ଦ ମଧ୍ୟରେ ନୀରବ ହୋଇଯାଇଥିବା ଜନପ୍ରାଣୀ ପୁଣି ଥରେ ଆଶାର ଆଲୋକରେ ଉଜ୍ଜଳି ଉଠନ୍ତି । କାର୍ତ୍ତିକ ଅମାବାସ୍ୟା ରାତ୍ରିର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଆଲୋକର ଦିହୁଡ଼ି ଜାଳି ଉପଗତ ହୁଏ ଦୀପାବଳୀ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପାରମ୍ପରିକ ପର୍ବ । ଏହା ହେଉଛି ଆଲୋକର ପର୍ବ, ଆନନ୍ଦ ଓ ଉତ୍ସାହର ପର୍ବ ।

ଦୀପାବଳୀର ତାତ୍ପର୍ଯ୍ୟ : କେଉଁ ସୁଦୂର ଅତୀତ କାଳରୁ ପାରମ୍ପରିକ କ୍ରମେ ହିନ୍ଦୁମାନେ ଏହି ପର୍ବକୁ ଅନ୍ତରର ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରିଆସୁଛନ୍ତି । କାର୍ତ୍ତିକ ମାସ ଅମାବାସ୍ୟା ତିଥିଟି ହିଁ ହେଉଛି ଦୀପାବଳୀ । ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତପୂର୍ଣ୍ଣ ଶ୍ରଦ୍ଧା ନିବେଦନ କରି ପ୍ରତ୍ୟେକ ହିନ୍ଦୁ । ପରିବାରରେ ଏହି ଦିନ ଦୀପଦାନ କରାଯାଇଥାଏ । ଘୃତାକ୍ତ କାଉଁରିଆ କାଠିର ଅଗ୍ରଭାଗରେ ଅଗ୍ନି ସଂଯୋଗ କରି ତାହାକୁ ଶୂନ୍ୟକୁ ଦେଖାଇ ଗୃହସ୍ଥମାନେ ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଆହ୍ବାନ କରି କହନ୍ତି, “ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ । ଗଙ୍ଗା । ଯାଅ, ଗୟା ଯାଅ, ଶ୍ରୀ ପୁରୁଷୋତ୍ତମ ଯାଅ, ବାଇଶି ପାହାଚରେ ଗଡ଼ ଗଡ଼ାଉଥାଅ ।” ମନେହୁଏ ସତେ ଯେପରି ଅଶରୀରୀ ପୂର୍ବଜମାନେ ସେମାନଙ୍କର ଆତ୍ମଜମାନଙ୍କର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଗ୍ରହଣ କରିବାକୁ ବର୍ଷରେ ଥରେ ଏହିଦିନ ଅନ୍ଧାରରେ ଆସି, ଗଙ୍ଗା, ଗୟା ଓ ଶ୍ରୀକ୍ଷେତ୍ର ଭଳି ପବିତ୍ର ସ୍ଥାନ ଦର୍ଶନ କରି ଶେଷରେ ଆଲୋକ ଡ଼େଇ ଫେରିଯାଆନ୍ତି ।

ଏହି ଦିବସରେ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଗୟାରେ ପିଣ୍ଡଦାନର ପରମ୍ପରା ପ୍ରଚଳିତ । ପୂର୍ବପୁରୁଷମାନଙ୍କର ସ୍ମରଣ ଓ ଆବାହନ ହେଉଛି ଏହି ପର୍ବର ପ୍ରଧାନ ତାତ୍ପର୍ଯ୍ୟ । ଦରିଦ୍ର କୁଟୀରବାସୀଙ୍କଠାରୁ ଆରମ୍ଭ କରି ପ୍ରାସାଦବାସୀ ଧନୀକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରାତ୍ରିରେ ନିଜର ଗୃହାଙ୍ଗନକୁ ଦୀପାଲୋକରେ ଆଲୋକିତ କରିଥା’ଛି । ଉତ୍ତର ଭାରତର କେତେକ ସ୍ଥାନରେ ଏହି ଦିବସରେ ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି ପୂଜାର ବିଧ ପ୍ରଚଳିତ ଅଛି । ଘରଦ୍ବାର ସଫାକରି, ରଙ୍ଗିନ ମୁରୁଜରେ ଚଟାଣରେ ଝୋଟି ଅଙ୍କନ କରି, ନବବସ୍ତ୍ର । ପରିଧାନ କରି, ପୁଣି ପ୍ରିୟ ଓ ପ୍ରତିବେଶୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ସେମାନେ ଦୀପାବଳୀର ଶୁଭେଚ୍ଛା ଜ୍ଞାପନ କରନ୍ତି । ସେଥ ସହିତ ମାଟି ଦୀପର ସୁସଜିତ ଆଲୋକମାଳା ଏବଂ ଆନନ୍ଦର କଳରୋଳ ମଧ୍ୟରେ ହାବେଳି, ଫୁଲଝରି ଓ ଘଡ଼ିବାଣର ସଶବ୍ଦ ସମାରୋହ ସାନ୍ଧ୍ୟା ପରିବେଶକୁ ଅଧୁକ ରଙ୍ଗମୟ କରେ ।

ଉତ୍କଳ ଖଣ୍ଡରେ ଦୀପାବଳୀ ସହିତ କାଳିପୂଜା ହେଉଛି ଏକ ବିଶେଷ ପର୍ବ । ମହାମାୟା ଦୁର୍ଗାଙ୍କ ଭଳି ପୂଜାମଣ୍ଡପରେ ମହାକାଳୀଙ୍କର ମୃଣ୍ମୟୀ ପ୍ରତିମା ସ୍ଥାପନ କରି ଏହି ଅବସରରେ ଯଥାବିଧ ପୂଜାର୍ଚ୍ଚନା କରାଯାଏ । ପୂଜା ପରେ ସାଡ଼ମ୍ବର ଶୋଭାଯାତ୍ରାରେ ମେଢ଼କୁ ନେଇ ଜଳରେ ବିସର୍ଜନ କରାଯାଏ ।

ଦୀପାବଳୀର ପୌରାଣିକ ପୃଷ୍ଠଭୂମି : ଦୀପାବଳୀର ଧାର୍ମିକ ତାତ୍ପର୍ଯ୍ୟ ସମ୍ପର୍କରେ ବହୁ କଥା କୁହାଯାଇଥିଲେ ମଧ୍ୟ ଏହା ପାଶ୍ଚାତରେ ଏକ ପୌରାଣିକ କିମ୍ବଦନ୍ତୀ ନିହିତ ଥିବାର ଜଣାଯାଏ । ଲଙ୍କା ବିଜୟ କରି ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଅଯୋଧାକୁ ପ୍ରତ୍ୟାବର୍ତ୍ତନ କରିବାପରେ ଆନନ୍ଦ ବିଭୋର ଅଯୋଧାବାସୀ । ସମଗ୍ର ନଗରକୁ ଆଲୋକମାଳାରେ ବିଭୂଷିତ କରି ବିଜୟ ଉତ୍ସବ ପାଳନ କରିଥିଲେ । ସେମାନଙ୍କ ବିଚାରରେ ବର୍ଷର ସବୁଠାରୁ ଅନ୍ଧକାର ରାତ୍ରିକୁ ଆଲୋକମୟ କରି ଅସତ୍ୟର ଅନ୍ଧକାର ମଧ୍ୟରେ ସତ୍ୟରୁପେ ଆଲୋକର ଆବାହନ କରିବା ହେଉଛି ଏହି ଉତ୍ସବର ତାତ୍ପର୍ଯ୍ୟ ।

ଆଲୋକସଜା ଓ ଆସବାଜି : ଆଧୁନିକ କାଳରେ ଜନସାଧାରଣ ଦୀପାବଳୀର ଧାର୍ମିକ ବା ଆଧାୟିକ ମହତ୍ତ୍ବ ପ୍ରତି ସଚେତନ ନ ରହି ଏହାକୁ ଏକ ଆଲୋକ ଓ ଆସବାଜିର ପର୍ବ ବୋଲି ବିଚାର କରିଥାଆନ୍ତି । ମାଟିର ଦୀପାବଳୀ ଓ ମହମବତିଠାରୁ ଆରମ୍ଭ କରି ବଣ୍ଡିଳ ବିଦ୍ୟୁତ ଆଲୋକରେ ଯେତେବେଳେ ପୁରପଲ୍ଲୀ ସହର ବଜାର ଉଭାସିତ ହୋଇଉଠେ, ସେତେବେଳେ ମନେହୁଏ, ସତେ ଯେପରି ସ୍ୱର୍ଗ ସହିତ ମର୍ତ୍ତ୍ୟଲୋକ ଏକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ନିଜର ଔଜଲ୍ୟରେ ଦେବଲୋକକୁ ଚମକୃତ କରିଦେଇଛି ।

ଆଲୋକ ସହିତ ଆତସବାଜିର ପ୍ରତିଯୋଗିତା ହେଉଛି ଏହି ପର୍ବର ଅନ୍ୟ ଏକ ବିଶେଷ ଆକର୍ଷଣ । ପରିବାରର ଛୋଟ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବକ ଓ ତରୁଣଙ୍କ ପର୍ଯ୍ୟନ୍ତ ସମସ୍ତେ ବାଣ ଫୁଟାଇବା ଆମୋଦ ଓ ଉନ୍ମାଦନାରେ ଏକାକାର ହୋଇ ଯାଆନ୍ତି । ଉଭାସିତ ଆଲୋକମାଳା ସହିତ ଫୋଟକା ବାଣର ଘନଘନ ଶବ୍ଦରେ ଆକାଶ ପୃଥବୀ ପ୍ରକମ୍ପିତ ହୋଇଉଠେ । ମନେହୁଏ କେଉଁ ଏକ ଭୟାବହ ସଂଗ୍ରାମରେ ଜୟଯୁକ୍ତ ହୋଇ ବିଜୟୀ ଯୋଦ୍ଧାମାନେ ଆନନ୍ଦରେ ଉବେଳ ହୋଇଉଠିଛନ୍ତି ।

ଛୋଟ ଛୋଟ ଶିଶୁମାନଙ୍କର ହାସ୍ୟାଜଳ ମୁଖମଣ୍ଡଳକୁ ଉଭାସିତ କରି ସେମାନଙ୍କ ହାତରେ ଥିବା ଫୁଲଝରିରୁ ଝରି ପଡୁଥିବା ରୂପେଲି ଆଲୋକ କଣିକା ଏକ ଆମୋଦପୂର୍ଣ୍ଣ ମଧୁର ପରିବେଶ ସୃଷ୍ଟିକରେ । ସେମାନଙ୍କର ଭୟ ମିଶ୍ରିତ ନିରୀହ ମୁଖମଣ୍ଡଳରେ ପରିତୃପ୍ତିର ହସ, ପୁଣି ଅଧୁକ ଉପଭୋଗ ପାଇଁ ବୟସ୍କମାନଙ୍କ ନିକଟରେ ସାଗ୍ରହ ଅନୁରୋଧ ଏକ ସ୍କୁଚିହୀନ ନିର୍ବୋଷ ଆନନ୍ଦରେ ପରିବାରକୁ ପୂର୍ଣ୍ଣ କରିଦିଏ । ଦୀପାବଳୀର ପୂର୍ବ ଓ ପର ଏହି ଭଳି କେତେଦିନ ଧରି ଏହି ପର୍ବ ଚାଲିଥାଏ ।

ଦୀପାବଳୀର ବୈଜ୍ଞାନିକ ଦୃଷ୍ଟିକୋଣ : ଦୀପାବଳୀକୁ କେବଳ ଏକ ଧାର୍ମିକ, ଆଧାତ୍ସକ ବା ଆମୋଦଯୁକ୍ତ ସାମାଜିକ ପର୍ବ ବୋଲି ବିଚାର କରାଯାଉଥିଲେ ମଧ୍ୟ ଏହା ପାଶ୍ଚାତରେ ଏକ ବିଜ୍ଞାନସମ୍ମତ ଦୃଷ୍ଟିକୋଣ ନିହିତ ଅଛି । ବର୍ଷର ଶେଷ ଭାଗରେ ଶିଶିର ଶୀତଳ ହେମନ୍ତ ଋତୁର କ୍ରମ ଆଗମନ ହେଉଥିବା ସମୟରେ ଅସଂଖ୍ୟ କୀଟପତଙ୍ଗ ବାୟୁମଣ୍ଡଳରେ ପୂର୍ଣ୍ଣ ହୋଇଯାଇଥାନ୍ତି । ଦୀପାବଳୀର ଆଲୋକସଜା ଓ ଆତସବାଜିର ବିସ୍ତୋରଣ ଜନିତ ବାରୁଦ ଗନ୍ଧରେ ସେମାନେ ମୃତ୍ୟୁବରଣ କରନ୍ତି । ଫଳରେ ବାୟୁମଣ୍ଡଳ କୀଟପତଙ୍ଗମୁକ୍ତ ହୋଇ ଏକ ନିର୍ମଳ ପରିବେଶ ସୃଷ୍ଟି କରେ ବୋଲି କୁହାଯାଏ ।

ଦୀପାବଳୀ ଓ ପରିବେଶ ପ୍ରଦୂଷଣ : ଆନନ୍ଦମୁଖର ଦୀପାବଳୀ ଆଧୁନିକ କାଳରେ ତା’ର ଧାର୍ମିକ ଓ ଆଧାୟିକ ଉପାଦେୟତାଟିକୁ ହରାଇ କେବଳ ଏକ ଆମୋଦଯୁକ୍ତ ବିଳାସରେ ପରିଣତ ହୋଇଛି । ନିର୍ବିଚାର ଭାବରେ ଯେତିକି ବାଣଫୁଟାଇ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷପୂର୍ଣ୍ଣ କରାଯାଉଛି, ତାହା ପରିବେଶ ପ୍ରତି ସଂକଟ ସୃଷ୍ଟି କରିଛି । ଅନାବଶ୍ୟକ ଭାବେ ଦେଶରେ ଏହି ଦିବସରେ କୋଟି କୋଟି ଟଙ୍କାର ବାରୁଦ ପୋଡ଼ି ନଷ୍ଟ କରାଯାଉଛି । କେଳବ ସନ୍ଧ୍ୟା ମୁହୁର୍ଭଟି ନୁହେଁ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁରହିବା ଫଳରେ ବାୟୁ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ହୋଇ ଅଶ୍ଵସ୍ତିକର ପରିସ୍ଥିତି ସୃଷ୍ଟି କରୁଛି ।

ଦୀପାବଳୀର ଆନନ୍ଦକୁ ନିରାନନ୍ଦରେ ପରିଣତ କରିଥାଏ ଛୋଟ ବଡ଼ ଦୁର୍ଘଟଣା । ପ୍ରତିବର୍ଷ ବହୁ ଶିଶୁ ଏଭଳି ଦୁର୍ଘଟଣାର ଶିକାର ହୋଇ ସାରା ଜୀବନ ଅକର୍ମଣ୍ୟ ହୋଇ ରହୁଥିଲେ ମଧ୍ୟ ଜନସାଧାରଣ ଏହି ଦିଗରେ କୃଚିତ ସଚେତନ ହେଉଛନ୍ତି । ଆତସବାଜି ଫୁଟାଇବାରେ କେତେକ ଆଇନଗତ କଟକଣା ଜାରି କରାଯାଉଥିଲେ ମଧ୍ୟ ଉତ୍ସବ ପାଗଳ ଜନସାଧାରଣ ସେଥିପ୍ରତି ଭୂକ୍ଷେପ କରୁନାହାଁନ୍ତି ।

ଶେଷକଥା : ଆଲୋକ ହେଉଛି ଆନନ୍ଦର ଉତ୍ସ, ଆଲୋକ ହେଉଛି ଜୀବନର ପ୍ରତୀକ । ଅନ୍ଧକାରରୂପୀ ଅଜ୍ଞତା, ଅବିଚାର ଓ ଅଶ୍ମଳତାକୁ ଆଲୋକର ସ୍ପର୍ଶରେ ଦୂରକରିବାକୁ ଯୁଗ ଯୁଗ ଧରି ମନୁଷ୍ୟ ଚେଷ୍ଟା କରି ଆସିଛି । ଦୀପାବଳୀ ହେଉଛି ତାହାର ପ୍ରତୀକ । ଭୋଗବାଦୀ ମନୁଷ୍ୟ ତା’ର ଅସଲ ତାତ୍ପର୍ଯ୍ୟକୁ ହୃଦୟଙ୍ଗମ ନ କରି କେବଳ ଏକ ଐଶ୍ୱର୍ଯ୍ୟଯୁକ୍ତ ଅହଂକାରରେ ଏହି ଉତ୍ସବକୁ ପାଳନ କରିବାକୁ ଯେଭଳି ଭନ୍ତିଖ ହୋଇଉଠିଛି, ତାହା ସ୍ପୃହଣୀୟ ନୁହେଁ ।

Twitter

Advertisement

Put your ad code here, 100+ social counters$type=social_counter.

  • fixedSidebar
  • showMoreText

/gi-clock-o/ WEEK TRENDING$type=list

  • गम् धातु के रूप संस्कृत में – Gam Dhatu Roop In Sanskrit गम् धातु के रूप संस्कृत में – Gam Dhatu Roop In Sanskrit यहां पढ़ें गम् धातु रूप के पांचो लकार संस्कृत भाषा में। गम् धातु का अर्थ होता है जा...

' border=

  • दो मित्रों के बीच परीक्षा को लेकर संवाद - Do Mitro ke Beech Pariksha Ko Lekar Samvad Lekhan दो मित्रों के बीच परीक्षा को लेकर संवाद लेखन : In This article, We are providing दो मित्रों के बीच परीक्षा को लेकर संवाद , परीक्षा की तैयार...

RECENT WITH THUMBS$type=blogging$m=0$cate=0$sn=0$rm=0$c=4$va=0

  • 10 line essay
  • 10 Lines in Gujarati
  • Aapka Bunty
  • Aarti Sangrah
  • Akbar Birbal
  • anuched lekhan
  • asprishyata
  • Bahu ki Vida
  • Bengali Essays
  • Bengali Letters
  • bengali stories
  • best hindi poem
  • Bhagat ki Gat
  • Bhagwati Charan Varma
  • Bhishma Shahni
  • Bhor ka Tara
  • Boodhi Kaki
  • Chandradhar Sharma Guleri
  • charitra chitran
  • Chief ki Daawat
  • Chini Feriwala
  • chitralekha
  • Chota jadugar
  • Claim Kahani
  • Dairy Lekhan
  • Daroga Amichand
  • deshbhkati poem
  • Dharmaveer Bharti
  • Dharmveer Bharti
  • Diary Lekhan
  • Do Bailon ki Katha
  • Dushyant Kumar
  • Eidgah Kahani
  • Essay on Animals
  • festival poems
  • French Essays
  • funny hindi poem
  • funny hindi story
  • German essays
  • Gujarati Nibandh
  • gujarati patra
  • Guliki Banno
  • Gulli Danda Kahani
  • Haar ki Jeet
  • Harishankar Parsai
  • hindi grammar
  • hindi motivational story
  • hindi poem for kids
  • hindi poems
  • hindi rhyms
  • hindi short poems
  • hindi stories with moral
  • Information
  • Jagdish Chandra Mathur
  • Jahirat Lekhan
  • jainendra Kumar
  • jatak story
  • Jayshankar Prasad
  • Jeep par Sawar Illian
  • jivan parichay
  • Kashinath Singh
  • kavita in hindi
  • Kedarnath Agrawal
  • Khoyi Hui Dishayen
  • Kya Pooja Kya Archan Re Kavita
  • Madhur madhur mere deepak jal
  • Mahadevi Varma
  • Mahanagar Ki Maithili
  • Main Haar Gayi
  • Maithilisharan Gupt
  • Majboori Kahani
  • malayalam essay
  • malayalam letter
  • malayalam speech
  • malayalam words
  • Mannu Bhandari
  • Marathi Kathapurti Lekhan
  • Marathi Nibandh
  • Marathi Patra
  • Marathi Samvad
  • marathi vritant lekhan
  • Mohan Rakesh
  • Mohandas Naimishrai
  • MOTHERS DAY POEM
  • Narendra Sharma
  • Nasha Kahani
  • Neeli Jheel
  • nursery rhymes
  • odia letters
  • Panch Parmeshwar
  • panchtantra
  • Parinde Kahani
  • Paryayvachi Shabd
  • Poos ki Raat
  • Portuguese Essays
  • Punjabi Essays
  • Punjabi Letters
  • Punjabi Poems
  • Raja Nirbansiya
  • Rajendra yadav
  • Rakh Kahani
  • Ramesh Bakshi
  • Ramvriksh Benipuri
  • Rani Ma ka Chabutra
  • Russian Essays
  • Sadgati Kahani
  • samvad lekhan
  • Samvad yojna
  • Samvidhanvad
  • sanskrit biography
  • Sanskrit Dialogue Writing
  • sanskrit essay
  • sanskrit grammar
  • sanskrit patra
  • Sanskrit Poem
  • sanskrit story
  • Sanskrit words
  • Sara Akash Upanyas
  • Savitri Number 2
  • Shankar Puntambekar
  • Sharad Joshi
  • Shatranj Ke Khiladi
  • short essay
  • spanish essays
  • Striling-Pulling
  • Subhadra Kumari Chauhan
  • Subhan Khan
  • Sudha Arora
  • Sukh Kahani
  • suktiparak nibandh
  • Suryakant Tripathi Nirala
  • Swarg aur Prithvi
  • Tasveer Kahani
  • Telugu Stories
  • UPSC Essays
  • Usne Kaha Tha
  • Vinod Rastogi
  • Wahi ki Wahi Baat
  • Yahi Sach Hai kahani
  • Yoddha Kahani
  • Zaheer Qureshi
  • कहानी लेखन
  • कहानी सारांश
  • तेनालीराम
  • मेरी माँ
  • लोककथा
  • शिकायती पत्र
  • सूचना लेखन
  • हजारी प्रसाद द्विवेदी जी
  • हिंदी कहानी

RECENT$type=list-tab$date=0$au=0$c=5

Replies$type=list-tab$com=0$c=4$src=recent-comments, random$type=list-tab$date=0$au=0$c=5$src=random-posts, /gi-fire/ year popular$type=one.

  • अध्यापक और छात्र के बीच संवाद लेखन - Adhyapak aur Chatra ke Bich Samvad Lekhan अध्यापक और छात्र के बीच संवाद लेखन : In This article, We are providing अध्यापक और विद्यार्थी के बीच संवाद लेखन and Adhyapak aur Chatra ke ...

' border=

Join with us

Footer Logo

Footer Social$type=social_icons

  • loadMorePosts
  • relatedPostsText
  • relatedPostsNum
  • Terms & Condition
  • Privacy policy

Fun Odia Fun

Fun Odia Fun

  • Entertainment
  • _Odia Jokes
  • _Odia Quotes
  • _Odia Sayari
  • _Odia Lyrics
  • _Banking Tips
  • _Health Tips
  • _Study Tips
  • _Need To Know
  • _General Knowledge
  • _Dhaga Dhamali
  • _Odia Grammer
  • _Computer Awareness
  • Latest News
  • _Privacy Policy
  • _Terms & Condition
  • _Disclaimer
  • _Contact us

Diwali Essay In Odia & English

Diwali festival.

odia essay on diwali

Welcome to www.funodiafun.com . We all the team members of Fun Odia Fun brings essay about Diwali in odia language and English language . Here in this article we describe about Deepavali festivals in terms of Essay Or Rachana , We separate every sections of Dipabali festivals such as Introduction to Diwali festival , Legends behind Deepavali , How we observed Deepabali , Conclusion of Depabali Festival in both odia and english language . Here all the students can use this article for essay question for both higher & under education . Read and remember the outlines of the Diwali festival and Diwali Bada Badua Ho Lyrics song for Diwali festival ...

Deepabali Odia Rachana Essay In Odia language

DIWALI ( DEEPABALI ) ESSAY 

Introduction :

Diwali or Deepavali is a common Hindu festival , when the orthodox , religious and god-fearing Hindus light lamps for their forefathers arrange feasts and functions , explode crackers . The Hindus are usually superstitious and they perform various rituals , convictions to appease the forces of nature , the forefathers , since they firmly believe in life after death and transmigration of the soul . To kill animality in human heart and to light the lamp of knowledge , understanding , goodwill in human heart , the convention-loving Hindus observe Diwali year after year . Usually in the month of October, Mother kali is also worshiped on the same day which highlights the greatness of the festival too .

Legends behind Deepavali :

The Ramayan says that Lord Ramachandra killed the demon king Ravan of Lanka and returned toAyodhya with goddess Sita . The citizens of Ayodhya , to welcome lord Ramachandra and Sita , lighted lampsat every door , sang , danced and made merry . This gave birth to Diwali , the festival of light and joy , religiosity and entertainment . 

On the same day , lord Krishna killed Narakasura and released 16 thousand charming girls who had been imprisoned by the demon . This gave immense joy to the released girls as well as people being tortured long by the demons . The death of the demon brought an end to the era of long-prevailing darkness and gave birth to an era of light , glory and goodness . So , to keep this day memorable , people lighted lamps . On the same day , Lord Srikrishna saved the people of Gopapura , raising Gobardhan hill to avoid the incessant rain due to anger of lord Indra . The happy people lighted lamps to celebrate the victory .

How is Diwali Observed ?

Like new year's day , greetings card , people buy Diwali cards and distribute it to the bosom friends . On the auspicious day , they arrange " Shradha" for the ancestors . They worship " Bada Badua " song lighted lamps . People decorate the temples , mathas , chapels with coloured lights . The rich people light their buildings in candles , electric lights while the poor people light their houses with earthen lamps supplied with mustard oil and a wick . The youth explode crackers and other varieties of explosives . They also arrange feast at night and rejoice Dewali .

Dewali is a sacred festival . It is observed after reaping crops . So the farmers observe it delightedly . The lighting of the lamps kill the insects and kill the darkness in human mind . It is a break from the monotony of routine life . It gives ample pleasure , entertainment and spreads a religious culture . Kalipuja which is a part of Deepabali , is equally religious , for goddess kali , the mother of the world is worshiped to keep everybody happy , peaceful and in harmony .

Tags - Diwali essay , Diwali essay in odia , Diwali essay in english , odia essay on depabali , odia essay for higher class , 10th class odia essay , odia rachana depabali , odia essay book for class 10 , 10 points about Deepavali , Dipabali odia rachana , Bada badua ho song lyrics for dipabali in odia

You may like these posts

Post a comment, social plugin.

  • Banking Tips 2
  • Biography 20
  • Dhaga Dhamali 4
  • Festivals 52
  • Health Tips 83
  • Historical Places 15
  • Need To Know 13
  • Odia Grammer 18
  • OdiaEssay 131
  • Odisha Latest News 8
  • StudyTips 19

Leave a Comment

Most recent, random posts, most popular.

Mo odisha mo odisha lyrics in odia - Odisha song in odia

Mo odisha mo odisha lyrics in odia - Odisha song in odia

Birds Name In Odia And English || Birds Name Odia To English || Fun Odia Fun

Birds Name In Odia And English || Birds Name Odia To English || Fun Odia Fun

Animals Name Odia To English || Odia Names Of All Animals ||

Animals Name Odia To English || Odia Names Of All Animals ||

Menu footer widget.

Orissa Times

  • Entertainment

Orissa Times

Diwali Rachana in Odia

Atlee

Diwali Rachana in Odia, Diwali Essay in Odia , diwali odia essay, diwali odia quotes, diwali rachana odia pdf download, diwali odia message, diwali odia kabita, diwali odia status.

10 Lines on Diwali in Odia

  • Diwali is the main festival of Odisha
  • Diwali is called Deepawali, Festival of Lights and Festival of Lights.
  • Diwali is celebrated on the new moon day of Kartik month.
  • It is a major festival of Hindus but it is also celebrated in many other religions.
  • Ghee lamps are lit on the day of Diwali.
  • On this day people wear new clothes and live happily.
  • This day Diwali, new dishes are prepared in homes.
  • At this day crackers and sparklers are burst.
  • It is considered to be the festival of victory of light over darkness.
  • Diwali is celebrated with great pomp.

' src=

Related Posts

Ssb odia book pdf free download, panchatantra odia story book, odia cpet questions and answers pdf download {important}.

Type above and press Enter to search. Press Esc to cancel.

Essay on Diwali for School Students and Children

500+ words essay on diwali.

First of all, understand that India is the land of festivals. However, none of the festivals comes close to Diwali. It is certainly one of the biggest festivals in India. It is probably the brightest festival in the world. People of different religions celebrate Diwali. Most noteworthy, the festival signifies the victory of light over darkness. This also means the triumph of good over evil and knowledge over ignorance. It is known as the festival of lights. Consequently, there are bright lights all over the whole country during Diwali. In this essay on Diwali, we will see the religious and spiritual significance of Diwali.

Essay on Diwali

The Religious Significance of Diwali

The religious significance of this festival has differences. It varies from one region to another in India. There is an association of many deities, cultures, and traditions with Diwali. The reason for these differences is probably local harvest festivals. Hence, there was a fusion of these harvest festivals into one pan-Hindu festival.

According to the Ramayana, Diwali is the day of the return of Rama. This day Lord Rama returned to Ayodhya along with his wife Sita. This return was made after Rama defeated demon King Ravana. Furthermore, Rama’s brother Lakshmana and Hanuman also came back to Ayodhya victorious.

There is another popular tradition for the reason of Diwali. Here Lord Vishnu as an incarnation of Krishna killed Narakasura. Narakasura was certainly a demon. Above all, this victory brought the release of 16000 captive girls.

Furthermore, this victory shows the triumph of good over evil. This is due to Lord Krishna being good and Narakasura being evil.

Association of Diwali to Goddess Lakshmi is the belief of many Hindus. Lakshmi is the wife of Lord Vishnu. She also happens to be the Goddess of wealth and prosperity.

According to a legend, Diwali is the night of Lakshmi wedding. This night she chose and wed Vishnu. Eastern India Hindus associate Diwali with Goddess Durga or kali. Some Hindus believe Diwali to be the start of a new year.

Get the huge list of more than 500 Essay Topics and Ideas

The Spiritual Significance of Diwali

First of all, many people try to forgive people during Diwali. It is certainly an occasion where people forget disputes. Therefore, friendships and relationships get stronger during Diwali. People remove all feelings of hatred from their hearts.

odia essay on diwali

This light festival brings peace to people. It brings the light of peace to the heart. Diwali certainly brings spiritual calmness to people. Sharing joy and happiness is another spiritual benefit of Diwali. People visit each other’s houses during this festival of lights. They do happy communication, eat good meals, and enjoy fireworks.

Finally, to sum it up, Diwali is a great joyful occasion in India. One cannot imagine the delightful contribution of this glorious festival. It is certainly one of the greatest festivals in the world.

odia essay on diwali

FAQs on Diwali

Q.1 Why there is are differences in the religious significance of Diwali?

A.1 There certainly are differences in the religious significance of Diwali. This is due to the local harvest festivals. These festivals certainly came together to form one pan-Hindu festival.

Q.2 Tell how Diwali brings prosperity?

A.2 Diwali brings prosperity as Hindu merchants open new account books on Diwali. Furthermore, they also pray for success and prosperity.

Customize your course in 30 seconds

Which class are you in.

tutor

  • Travelling Essay
  • Picnic Essay
  • Our Country Essay
  • My Parents Essay
  • Essay on Favourite Personality
  • Essay on Memorable Day of My Life
  • Essay on Knowledge is Power
  • Essay on Gurpurab
  • Essay on My Favourite Season
  • Essay on Types of Sports

Leave a Reply Cancel reply

Your email address will not be published. Required fields are marked *

Download the App

Google Play

AOL logo

  • Happiness Program
  • Happiness Program For Youth
  • Online Meditation and Breath Workshop
  • Advanced Meditation Program
  • Intuition Process
  • Utkarsha Yoga
  • Medha Yoga Level 1
  • Know Your Child & Know Your Teen
  • School Programs
  • Sri Sri Yoga 1
  • Sri Sri Yoga 2
  • Corporate Yoga
  • Sahaj Samadhi Meditation
  • Wellness Introductory Talk
  • Spine Care Introductory Talk
  • Wellness Program
  • Quit Tobacco program
  • Substance user program
  • Teachers Training
  • Sri Sri Yoga teacher
  • Awards and Honours
  • Wisdom Videos
  • Sudarshan Kriya
  • Ashtavakra gita
  • Bhakti Sutra
  • Bhagavad Gita
  • Riddlemethis
  • Amazing India
  • Tour schedule
  • Press Release
  • Press Reports
  • Sri Sri Yoga Level 1
  • Yoga Retreats
  • Brief History Yoga
  • Patanajali yoga sutra
  • Yoga for children yoga
  • Yoga for Women
  • Yoga for beginners
  • Health and wellness
  • Get Started Meditation
  • Meditation beginners
  • Relaxing Music Meditation
  • Online Guided Meditation
  • Morning Meditation
  • Hari Om Meditation
  • Aura Meditation
  • Full Moon Meditation
  • Journey Within Meditation
  • Inner Slience Meditation
  • Health Tips
  • Lifestyle well being
  • Relationship
  • Lifestyle Happiness
  • Sustainable Happiness
  • Wisdom Emotions
  • Wisdom quotes
  • Medha yoga level 1
  • Sri Sri Sanskar Kendra
  • Sri Sri University
  • Gnana Kshetra
  • JalTara Project
  • River Symposium
  • Covid Relief Projects
  • Education Projects
  • Disaster Projects
  • Rural Projects
  • Women Empowerment Projects
  • Prison Projects
  • Peace Initiatives
  • Agriculture Project
  • Stories of Change Project
  • Project Bharat
  • Celebration & Events
  • Search Programs
  • +91-80-67612360
  • Find Your Local Center

International

  • What are you looking for?

Find Courses

  • IN City Centers
  • Search Website

Change Country Site

  • Change Country Website
  • Retreat Centers
  • Global Website

Search Courses By Name

Search courses by location, select a retreat center.

  • Canada - Montreal
  • Germany - Bad Antogast
  • India - Bangalore
  • USA - Boone, NC

Find an Art of Living Center

  • --> --> -->